ls

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ୪ ବର୍ଷ ପାଇଁ ଶ୍ରୀ ମିତ୍ତଲଙ୍କୁ କୁଳପତିଭାବେ ନିଯୁକ୍ତି ଦେଇଛନ୍ତି । ଏବେ ଶ୍ରୀ ମିତ୍ତଲ ଜିଜିଏସଆଇ ବିଶ୍ୱବିଦ୍ୟାଳୟରେ ମ୍ୟାନେଜମେଣ୍ଟ ପ୍ରଫେସର ଅଛନ୍ତି ।

pc pk
Leave A Reply

Your email address will not be published.