
ତୁରେକେଲା, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହନିଲହ ବେଲ୍ବାଂଜି ଜଙ୍ଗଲରୁ ଏକ ନର କଙ୍କାଳ ମିଳିଥିବା ସୂଚନା ମିଳିଛି । ବଲାଙ୍ଗିରରୁ ସାଇନ୍ଟିଫିକ୍ ଟିମ୍ ପହଂଚିଥିବା ବେଳେ କଂଟାବାଂଜି ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କ ନେତୃତ୍ୱରେ ତୁରେକେଲା ପୁଲିସ୍ ଘଟଣାସ୍ଥଳରେ ତଦନ୍ତ କରୁଥିବା ଜଣାପଡିଛି।