ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବେଳାଭୂମି ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରେ ଜଣେ ଯୁବତୀ ମୁହଁ ମାଡ଼ି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତ ଯୁବତୀ ଜଣକ କିଏ ତାଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.