ଝାଡାବାନ୍ତି ଆତଙ୍କ : ୪ ମୃତ

ବାଲିଗୁଡ଼ା : ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଝିରିପାଣି ପଞ୍ଚାୟତର ବରଗାଁରେ ୨ ଜଣ ଓ ନାଲକୁଟି ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଝିରିପାଣି ପଞ୍ଚାୟତର ବରଗାଁ, ନାଲକୁଟି, ପୁଡେଣି, କୁନାବାଡା ଗାଁରେ ଝାଡ଼ାବାନ୍ତିର ୍ରାକ୍ରାନ୍ତ । ଗ୍ରାମରେ କୌଣସି ଡାକ୍ତର ଟିମ୍ ପହଞ୍ଚି ନାହାନ୍ତି ।

Leave A Reply

Your email address will not be published.