om academy

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ ପ୍ରକ୍ରିୟା ଆଜିଠୁ ଆରମ୍ଭ

jsm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ତେବେ ଏହି ପ୍ରକ୍ରିୟା ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ । ଯାଞ୍ଚ ପରେ ଦଶମ ପରୀକ୍ଷାର୍ଥୀଙ୍କ ନମ୍ବର ଉଭୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରାଯିବ ।

Leave A Reply

Your email address will not be published.