ଗତ ଉପନିର୍ବାଚନରେ ଲୋକେ ଦେଇଥିବା ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୬୪ କୋଟି ମଞ୍ଜୁର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ଉପନିର୍ବାଚନରେ ଲୋକେ ଦେଇଥିବା ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ₹୬୪ କୋଟି ମଞ୍ଜୁର କରିଛନ୍ତି । ଏଥିରେ ପ୍ରତି ପଞ୍ଚାୟତ, ଏନ୍‌ଏସି ଓ ୱାର୍ଡର ବିକାଶକୁ ଗୁରୁତ୍ଵ ମିଳିଛି । ଲୋକଙ୍କ ପ୍ରସ୍ତାବକୁ ଭିତ୍ତିକରି ଟଙ୍କା ମଞ୍ଜୁର କରାଯିବା, ଓଡ଼ିଶା ଇତିହାସରେ ପ୍ରଥମ ଏବଂ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.