oom

ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକ କୁଆପଦା ଗ୍ରାମ ପ୍ରସିଦ୍ଧ ବାବା ଶ୍ରୀ ଶ୍ରୀ ବଣିବକ୍ରେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଆଜି ପବିତ୍ର ମିଥୁନ ରଜ ସଂକ୍ରାନ୍ତି ଓ ଶୀତଳଷଷ୍ଠୀ ତଥା ଶିବ ବିବାହ ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ନଡିଆ ଗଛ ରୋପଣ କରଯାଇଛି । ସମସ୍ତ ପ୍ରକାର କୋଭିଡ କଟକଣା ମାନି ଗ୍ରାମର ଲଲାଟ ପାଇକରାୟ, ମହେନ୍ଦ୍ର ହରିଚନ୍ଦନ, ଗଙ୍ଗାଧର ନିଶଙ୍କ, ସର୍ବେଶ୍ୱର ପାତ୍ର, କାହ୍ନୁଚରଣ ଜୟସିଂହ, ବାବୁଲି ଜେନା, ଲିଲେନ୍ଦ୍ର ଜେନା, ବାଉରୀବନ୍ଧୁ ରାଉତରାୟ ଏବଂ ବିଭୁତି ଭୁଷଣ ଶ୍ରୀଚନ୍ଦନ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରାମ୍ଭ କରିଥିଲେ ।

jittmm
Leave A Reply

Your email address will not be published.