ରାଜ୍ୟ ଏକ୍ସକ୍ୟାଡ଼ର ମହାସଂଘ ପୁର୍ନଗଠିତ

ଭୁବନେଶ୍ୱର :୨୯-୦୭-୨୦୨୪ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘର ପୁର୍ନଗଠିତ ହୋଇଯାଇଛି । ଉକ୍ତ ସାଂଗଠନିକ ବୈଠକ ରବିବାର ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ନାୟକଙ୍କ ସଭାପିତତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତିକ୍ରମେ ଉପଦେଷ୍ଟା ଭାବରେ ଶରତ ଚନ୍ଦ୍ର ନାୟକ ଓ ପ୍ରଶାନ୍ତ କୁମାର ଖମାରୀଙ୍କୁ ରଖାଯାଇଛି । ଏବଂ ସଭାପତି -ଜୟନ୍ତୀ ଲାଲ ସାହୁ, କାର୍ଯ୍ୟକାରୀ ସଭାପତି -ବିଜୟ କୁମାର ମିଶ୍ର, ଅଲେଖ ସାହୁ, ସାଧାରଣ ସଂପାଦକ- ହାନେଶ ପାତ୍ର ବାଗ, ମହାସଚିବ -ବିଶ୍ୱରଂଜନ ଦାସ, ଉପସଭାପତି – ସପ୍ତମ କିଶୋର ବେହେରା, ରାଜେନ୍ଦ୍ର ପୃଷେଠ, ରାଜୀବ ଲୋଚନ ପ୍ରଧାନ, ଯଶୋବନ୍ତ ନାରାୟଣ ପ୍ରଧାନ, ବିଷ୍ଣୁ ନାରାୟଣ ପଣ୍ଡା, ସୁବ୍ରତ ଦଣ୍ଡସେନା, ଅମୁଲ୍ୟ ପାତ୍ର, ଆଲୋକ ଏସଡି ରାୟ, ରାଜକିଶୋର ପ୍ରଧାନ, କୋଷାଧ୍ୟକ୍ଷ- ପ୍ରମୋଦ ବେହେରା, ଉପକୋଷାଧ୍ୟକ୍ଷ- ରାଜକିଶୋର ସାହୁ, ସହ ସଂପାଦକ- ଉମେଶ ସ୍ୱାଇଁ, ଅନ୍ତର୍ଯ୍ୟାମୀ ଦୋରା, ଲାଲୁ ମଲ୍ଲିକ, ରାଜେନ୍ଦ୍ର ବାରିକ, ବିରେନ୍ଦ୍ର ପତି, ଗୌରାଙ୍ଗ ସାହୁ, ସାଙ୍ଗଠନିକ ସଂପାଦକ- ମାନସ ରଂଜନ ସାହୁ, ରାଜକିଶୋର ବାରିକ ଜିତେନ ପାଣି, ଦୀପକ ପୁରୋହିତ, ସୁଦର୍ଶନ ନାୟକ, ସୁରେଶ ପଣ୍ଡା, ରାଜକିଶୋର ପଶାୟତ, ମିତ୍ରବାଦୀ ମଲ୍ଲିକ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଗଣମାଧ୍ୟମ ସଂପାଦକ ରଂଜୁ ଅମାତ ଏକ ପ୍ରେସ ବିବୃତିରେ କହିଛନ୍ତି ।

Leave A Reply

Your email address will not be published.