oum

ଧରା ପଡ଼ିଲେ ଲୁଟେରା ଗ୍ୟାଙ୍ଗ୍

jsm

ଭୁବନେଶ୍ୱର : କମିଶନରେଟ୍ ପୁଲିସ ହାତରେ ଧରା ପଡ଼ିଲେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ । ସୂଚନା ଅନୁସାରେ ରାତିରେ ଏକୁଟିଆ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍ କରୁଥିଲେ ଏହି ଲୁଟେରାମାନେ । ୭ ଜଣଙ୍କ ମଧ୍ୟରୁ ୪ ଜଣ ଲୁଟେରା, ଜଣେ ରିସିଭର, ଜଣେ ମୋବାଇଲ ଲକ ବ୍ରେକର, ଆଉ ଜଣେ ଓୟୋ ହୋଟେଲ ମ୍ୟାନେଜର ବୋଲି ଜଣାପଡ଼ିଛି । ସେମାନଙ୍କ ପାଖରୁ ୨୧ଟି ମୋବାଇଲ, ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ ହୋଇଥିବା ନୂଆପଲ୍ଲୀ ଥାନା ପୋଲିସ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.