om academy

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ଡିଜିଟାଲ୍ ସଂସ୍କରଣର ଲୋକାର୍ପଣ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ଡିଜିଟାଲ୍ ସଂସ୍କରଣର ଲୋକାର୍ପଣ କରିଛନ୍ତି । ୧୯୪୪ ମସିହାରୁ ପ୍ରକାଶ ପାଇ ଆସୁଥିବା ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ବହୁ ଦୁର୍ଲଭ କପି ଗୁଡିକ ଓଡିଶା ଭର୍ଚୁଆଲ ଏକାଡେମୀର ସହାୟତାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡିଜିଟାଲାଇଜ୍ କରାଯାଇଛି । ଏହି ସଂସ୍କରଣ ଗୁଡିକୁ ଅନ୍‌ଲାଇନ୍ ମାଧ୍ୟମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୋର୍ଟାଲ୍‌ରେ ଦେଖିପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.