jayashree

‘କୋଶଲ କୁଇନ୍‌’ ହେଲେ କବୟିତ୍ରୀ ମୀରାବାଈ ମହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ‘କୋଶଲ କୁଇନ୍’ ହେଲେ ମୀରାବାଈ ମହାନ୍ତି ପାଣିଗ୍ରାହୀ । ଚଳିତ ପୌଷ ପୂର୍ଣ୍ଣିମା ଭେଟ୍‌ଘାଟ୍‌ରେ ବରଗଡ଼ ବରପାଲି ଆମ୍ବେଦକର ଭବନ ଠାରେ ଜୁଏହୁଲା ସାହିତ୍ୟ ଅନୁଷ୍ଠାନ ତରଫରୁ ଜାନୁୟାରୀ ୭ ତାରିଖରେ ସମ୍ମାନିତ ହୋଇଛନ୍ତି । ସେ ଏକାଧାରରେ ଜଣେ କବୟିତ୍ରୀ, ଗାୟିକା, ଲେଖିକା, କମେଡିଏନ୍, ଅଭିନେତ୍ରୀ ବହୁ କଳାର ଅଧିକାରିଣୀ ହୋଇଥିବାରୁ ତାଙ୍କୁ କୋଶଲ କୁଇନ୍ ଉପାଧିରେ ଭୂଷିତ କରାଯାଇଛି ।

Leave A Reply

Your email address will not be published.