କୋଣାର୍କ ମହୋତ୍ସବରେ ଜୈବ ପର୍ଯ୍ୟଟନ ଶୀର୍ଷକ ବାଲୁକା କଳା

କଳାହାଣ୍ଡି, (ନରୋତ୍ତମ ସେଲମା) : କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନରେ ବାଲୁକା କଳାର ବିଷୟବସ୍ତୁ ଥିଲା “ଜୈବ ପର୍ଯ୍ୟଟନ” । ଏଥିରେ ଭାଗ ନେଇଥିବା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ ଓ ତାଙ୍କ ସହକର୍ମୀ ଅକ୍ଷୟ ରଣା, ରୋହନ କୁମାର ଗୋଛାୟତ ଓ ମଳୟ ରଞ୍ଜନ ମହନ୍ତ ବାଲୁକା କଳାରେ ”ସେଭ ଟାଇଗର” ର ବାର୍ତ୍ତା ଦେଇଥିଲେ ।

Leave A Reply

Your email address will not be published.