ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତଥା ଶ୍ରଦ୍ଧା ଅନୁଷ୍ଠାନ, ଆଶାଦୀପ ଅନୁଷ୍ଠାନ, ମାନବ ସେବା ପ୍ରତିଷ୍ଠାନ ଅନୁଷ୍ଠାନ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଗଲା । ଏହାସହ ଅନୁଷ୍ଠାନରେ ଥିବା ସମସ୍ତ ଅନ୍ତେବାସୀଙ୍କ ସହ ସମୟ ଅତିବାହିତ କରିଥିଲୁ ଏବଂ ସେମାନଙ୍କର ସୁଖ ଦୁଃଖର ଖବର ବୁଝିବା ସହ ସମସ୍ତ ଅନ୍ତେବାସୀଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ବିଷୟରେ ସଚେତନ କରାଯାଇଥିଲା । ଧନ୍ୟବାଦ ସମସ୍ତ ସଦସ୍ୟଙ୍କୁ । ଆମ ଅନୁଷ୍ଠାନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ବିଶ୍ୱଜିତ ରାଉତ ସୋନାଲିନୀ କର, ହେମନ୍ତା ତାଣ୍ଡିଆ, ଶଶିକାନ୍ତ ଆଚାର୍ଯ୍ୟ ଆଦି ଉପସ୍ଥିତ ଥିଲେ । ଅଶେଷ ଅଶେଷ ଧନ୍ୟବାଦ ସୋନାଲିନୀ କର ମାଡାମ୍‌ଙ୍କୁ ସାହାଯ୍ୟର ହାତ ବଢାଇ ଥିବାରୁ ସମସ୍ତଙ୍କୁ ବିଶ୍ୱଜିତ ରାଉତ ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.