ls

ଭାରତୀୟ ବାୟୁସେନା ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଅଭିନବ ଚୌଧୁରୀ ମୃତ

sb

ନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ଭାରତୀୟ ବାୟୁସେନା ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ ହୋଇଛି । ଏନେଇ ଭାରତୀୟ ବାୟୁସେନା ଟ୍ୱିଟ କରି ସୂଚନା ଦେଇଛି । ବିମାନଟି ରୁଟିନ୍ ଟ୍ରେନିଂରେ ଉଡାଣ କରିଥିଲେ । ହେଲେ କିଛି ସମୟେ ପରେ ପଞ୍ଜାବର ମୋଗା ସ୍ଥିତ ବାଘାପୁରାନା ଗାଁ ଲଙ୍ଗିୟାନା ଖୁର୍ଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏଥିରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା ସମବେଦନା ଜଣାଇବା ସହ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଜାରିକରିଛି ।

pc pk
Leave A Reply

Your email address will not be published.