oum

ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଗସ୍ତ କରିଥିବା ବେଳେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ବ୍ଳକର ଭଦ୍ରା ପଞ୍ଚାୟତ ସ୍ଥିତ ସ୍ଥାନୀୟ ପୋଖରୀର କାମ କରାଯାଉ ଥିବା ବେଳେ ତାହାର ତଦାରଖ ମଧ୍ୟ କରିଥିଲେ ଏବଂ ପୋଖରୀ କାର୍ଯ୍ୟ ଠିକ୍‌ ଭାବେ କାର୍ଯ୍ୟ କରାଯାଉ ଥିବା ବେଳେ ଜିଲ୍ଲାପାଳ ଶ୍ରୀ ରାଣା ପ୍ରଶଂସା ମଧ୍ୟ କରିଥିଲେ । ଏଥିରେ ବିଡିଓ ଚନ୍ଦ୍ରମଣୀ ନାଗ, ଯନ୍ତ୍ରୀ ବଳରାମ ଶବର, କନିଷ୍ଠ ଯନ୍ତ୍ରୀ ହେମନ୍ଦ୍ର ନାଥ ମଲ୍ଲିକ, ଜେଇ ଯୁଗେଶ୍ଵର ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.