om academy

୬୦୭.୬୧ ଫୁଟରେ ପହଞ୍ଚିଲା ହୀରାକୁଦ ଜଳସ୍ତର

jsm

ସମ୍ବଲପୁର : ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇପାରିନାହିଁ । ଏପଟେ, ଜଳସ୍ତର ବି ଆଶାନୁରୂପ ଭାବେ ବଢି ପାରିଥିଲା । ମଙ୍ଗଳବାର ବର୍ଷା ଯୋଗୁଁ ଜଳସ୍ତର ଦିନକ ମଧ୍ୟରେ ଗୋଟିଏ ଫୁଟ ବୃଦ୍ଧି ପାଇଛି । ସକାଳ ୯ଟା ସୁଦ୍ଧା ୬୦୭. ୬୧ ଫୁଟ ରହିଛି ।

ସେହିଭଳି ସୋମବାର ବର୍ଷା ଯୋଗୁଁ ଜଳସ୍ତର ଦିନକ ମଧ୍ୟରେ ଗୋଟିଏ ଫୁଟ ବୃଦ୍ଧି ପାଇଛି । ସୋମବାର ସକାଳ ୬ଟାରେ ୬୦୬.୩୭ ଫୁଟ୍‌ ରହିଥିବା ବେଳେ ରାତି ୯ଟା ସୁଦ୍ଧା ଏହା ୬୦୭.୩୭ ଫୁଟ୍‌ରେ ପହଞ୍ଚିଥିଲା ।

Leave A Reply

Your email address will not be published.