ବଲାଙ୍ଗିରରେ ହେବ ଭୂତଳ ପାଇପ୍ ଜଳସେଚନ ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଲୋଏର ସୁକତେଲ ପ୍ରକଳ୍ପରୁ ଭୂତଳ ପାଇପ୍ ଜଳସେଚନ ବ୍ୟବସ୍ଥା ପାଇଁ କ୍ୟାବିନେଟ ବୈଠକରେ ₹୧,୦୦୬.୯୨ କୋଟିର ପ୍ରକଳ୍ପ ମଞ୍ଜୁର ହୋଇଛି । ଏହା ୨୭,୦୦୦ ହେକ୍ଟର ଚାଷଜମିକୁ ଜଳ ଯୋଗାଇବା ସହ ବଲାଙ୍ଗିର ସହରବାସୀଙ୍କ ପାନୀୟଜଳ ଆବଶ୍ୟକତା ପୂରଣ କରିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.