୪ କେଜି ୫୦୦ ଗ୍ରାମର ଦୁଇଟି ହାତୀଦାନ୍ତ ଜବତ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ଅନୁଗୁଳ ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କରିଛି ଏସ୍‌ଟିଏଫ୍‌। ଏଥିସହ ଜଣେ ହାତୀ ଦାନ୍ତ ବେପାରୀକୁ ଏସ୍‌ଟିଏଫ୍‌ ଗିରଫ କରିଛି । ଗିରଫ ବେପାରୀ ଜଣକ ହେଲେ ପୁରୁଣାକୋଟ ଅଞ୍ଚଳର ଦୁଯ୍ୟୋଧନ ପ୍ରଧାନ। ତାଙ୍କ ନିକଟରୁ ୪ କେଜି ୫୦୦ ଗ୍ରାମ ଓଜନର ଦୁଇଟି ହାତୀଦାନ୍ତ ଜବତ କରିଛି ଏସ୍‌ଟିଏଫ୍‌ । ୨୦୨୦ରୁ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ଦ୍ୱାରା ୨୬ଟି ହାତୀଦାନ୍ତ ଜବତ କରାଯାଇଛି ।

Leave A Reply

Your email address will not be published.