om academy

ଠାକୁରାଣୀ ମନ୍ଦିର କାନ୍ଥ କଣା କରି ହୁଣ୍ଡି ଲୁଟି ନେଲେ ଦୁର୍ବୃତ୍ତ

jsm

ସାନଖେମୁଣ୍ଡି : ପୁଣି ଥରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡିପେଣ୍ଠ ଠାକୁରାଣୀ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହେବା ଘଟଣା ସାମ୍ନାକୁ ଆସିଛି । ମନ୍ଦିରର କାନ୍ଥ ଭାଙ୍ଗି ଦାନ ହୁଣ୍ଡିର ତାଲା ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.