oum

ନିଶାସକ୍ତ ଅବସ୍ଥାରେ ଯୁବକ ଭିଆଇଲେ ଜଘନ୍ୟ କାଣ୍ଡ : ପଡ଼ୋଶୀ ମହିଳାଙ୍କୁ କଲେ ହତ୍ୟା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉଲକେଲାର ବିଶ୍ରା ଥାନା ଅଧୀନ ବୁଦୁଲଜୋର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ ପଡ଼ୋଶୀ ମହିଳାଙ୍କୁ ହତ୍ୟା କଲେ ଜଣେ ଯୁବକ । ମୃତକ ଜଣକ ହେଲେ ହଉରୀ ଟିଗା । ସୂଚନା ଅନୁସାରେ ହତ୍ୟାକାରୀ ସମ୍ପୃକ୍ତ ମହିଳାଙ୍କୁ ଫାର୍ସାରେ ଆକ୍ରମଣ କରିଥିଲେ । ଫଳରେରେ ମହିଳା ଜଣକଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ରେମା ଓରାମ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.