oum

ନିଜ ସ୍ୱାମୀକୁ କାଠ ଫାଳିଆରେ ପିଟି ହତ୍ୟା କଲା ସ୍ତ୍ରୀ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀରେ ନିଜ ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ହତ୍ୟାକାଣ୍ଡ ରାଜଧାନୀର ଡମଣା ମଣ୍ଡପ ବସ୍ତିରେ ଘଟିଛି । ତେବେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସ୍ତ୍ରୀକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରୁଛି । କ’ଣ ପାଇଁ ଏଭଳି ଘଟଣା ଘଟିଲା ଏ ନେଇ କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.