
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ଜଣାପଡିଛିି । ସୂଚନା ଅନୁସାରେ ୧୩ଟି ହାତୀ ବିଶିଷ୍ଟ ଏକ ହାତୀପଲ ଗାଁ ଭିତରକୁ ପଶିଆସି ଉପଦ୍ରବ କରୁଥିବାରୁ ଗାଁ ଲୋକେ ଆତଙ୍କିତ ଥିବା ଜଣାପଡିଛି । ଖବର ପାଇ ଦିଗପହଣ୍ଡି ବନ ବିଭାଗ ଗାଁରେ ପହଞ୍ଚି ହାତୀ ପଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି ।