ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମମିତାଙ୍କୁ ହତ୍ୟା କରିଥିବା ମାନିଛି ଗୋବିନ୍ଦ ସାହୁ ଏନେଇ ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ମିଳିଛି । ହତ୍ୟାରେ ଏକାଧିକ ଲୋକ ନିୟୋଜିତ ଥିବା ବେଳେ ଦୁଇ ମୁଖ୍ୟ ସନ୍ଦିଗ୍ଧଙ୍କୁ ଖୋଜୁଛି ବଲାଙ୍ଗିର ପୋଲିସ । ତେବେ ଆଖୁ କିଆରିରୁ ଅଭିଯୁକ୍ତକୁ ଗିରଫ କଲା ପରେ ଗତକାଲି ରାତି ୩ଟାରେ ଗୋବିନ୍ଦର ବଲାଙ୍ଗିର ରିର୍ଜଭ ପୋଲିସ କ୍ୟାମ୍ପସରେ ଥିବା ହସ୍ପିଟାଲରେ କରୋନା ଟେଷ୍ଟ କରାଯାଇଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.