oom

ବୌଦ୍ଧ କଂଗ୍ରେସର ହରତାଳ : ଜିଲ୍ଲାର ଶହଶହ ପୁରୁଖା କଂଗ୍ରେସ ହେଲେ ଏକାଠି

jsmm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଗ୍ରେସର ସଭାପତି ନବକୁମାର ମିଶ୍ରଙ୍କ ନେତ୍ତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନାରାଣ ପରିଜା, ସୁଧୀର କର୍ଣ୍ଣ, କେଶବ କ୍ଷେତୀ, ଯୁବନେତା ସରୋଜ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଯୋଗଦେଇ ଆଜି ଦିବା୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଠାରେ ପେଟ୍ରୋଲ, ଡିଲେଲ, ଜାଳେଣି ଗ୍ୟାସ, ସମସ୍ତ ଖାଉଟି ଦ୍ରବ୍ୟର ମୂଲ୍ୟବୃଦ୍ଧି, ଧାନର ଏମଏସପି ମୂଲ୍ୟ ବୃଦ୍ଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ଦୁର୍ନୀତିର ତଦନ୍ତ ଦାବୀକରି ଦଳ ତରଫରୁ ସାଇକେଲ, ଶଗଡ, ପଦଯାତ୍ରା, ଘଣ୍ଟ, ଥାଳ, ଖଞ୍ଜଣି, ବଜାଇ ପ୍ରତିବାଦ କରି ବିକ୍ଷୋଭ କରିଥିଲେ ।

jittmm
Leave A Reply

Your email address will not be published.