ଶିକ୍ଷା ମନ୍ଦିରର ନୂତନ ଗୃହ ପ୍ରବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ସ୍ଥିତ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର ବିଦ୍ୟାଳୟର ନୂତନ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସୋମବାର ଦିନ ବିଦ୍ୟାଳୟ କମିଟିର ସଭାପତି ଲିଙ୍ଗରାଜ ପୁଟେଲଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଫକୀର ଚରଣ ସାହୁ, ପ୍ରତିଷ୍ଠାତା ଯୋଗେଶ୍ୱର ମହାନ୍ତି, ସଂଯୋଜିକା ଶ୍ରୀମତୀ ନମୀତା ମହାନ୍ତିଙ୍କ ସହ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଏବଂ ଅଭିଭାବକ ଅଭିଭାବିକା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

error: Content is protected !!