jayashree

ରାଜ୍ୟରେ ପୁଣି ଗଡିଲା ଘରୋଇ ବସ୍

ଭୁବନେଶ୍ଵର : ରାଜ୍ୟରେ ଆଜିଠୁ ପୁଣି ଗଡିଲା ବସ୍ । ଧର୍ମଘଟରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ । ତେବେ ୩୧ ତାରିଖ ଯାଏଁ ଆନ୍ଦୋଳନ ସ୍ଥଗିତ ରହିବ । ୨୬ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତିକୁ ଅପେକ୍ଷା ରହିଥିବା ବେଳେ ଯଦି ସରକାର ଦାବୀ ପୁରଣ ନକରନ୍ତି ତେବେ ପୁଣି ଧର୍ମଘଟ ହେବ ବୋଲି ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।

Leave A Reply

Your email address will not be published.