om academy

ଓଡିଶା ଫୁଟବଲ୍‌ର ଦୂତ ହେଲେ ଶ୍ରଦ୍ଧାଞ୍ଜଳି ଓ ରାଜେନ୍ଦ୍ର

jsm

କଟକ : ଓଡିଶାର ଦୁଇ ପୂର୍ବତନ ଆନ୍ତର୍ଜାତିକ ଫୁଟବଲ୍‌ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ରାଜେନ୍ଦ୍ର ପ୍ରସାଦ ସଂହଙ୍କୁ ଓଡିଶା ଫୁଟବଲ୍‌ ଦଳର ଦୂତ ଭାବେ ଚୟନ କରାଯାଇଛି । ଓଡିଶା ଫୁଟବଲ୍‌ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି । ଓଡିଶା ଫୁଟବଲ୍‌ ବିକାଶ ପାଇଁ ଏହା ସହାୟକ ହେବ । ଦୁଇ ଆନ୍ତର୍ଜାତିକ ଖେଳାଳିଙ୍କ ଅଭିଜ୍ଞତାକୁ ନେଇ ଓଡିଶା ଫୁଟବଲ୍‌ ଆଗକୁ ବଢିବ ବୋଲି ଆଶ କରାଯାଉଛି ।

Leave A Reply

Your email address will not be published.