ବୟନିକା ପକ୍ଷରୁ ହସ୍ତତନ୍ତ ଫ୍ୟାସନ୍ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ହସ୍ତତନ୍ତ ସାମଗ୍ରୀର ଅଧିକ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବୟନିକା ପକ୍ଷରୁ ଭୁବନେଶ୍ୱର ଏକାମ୍ରହାଟରେ “ହସ୍ତତନ୍ତ ଫ୍ୟାସନ୍ ଶୋ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦ଟି ସେଗ୍‌ମେଣ୍ଟ୍‌ରେ ଓଡିଶା ହସ୍ତତନ୍ତର ବିଭିନ୍ନ ଡିଜାଇନ ଓ କଲେକ୍ସନ୍‌କୁ ମଡେଲ୍ ମାନେ ପ୍ରଦର୍ଶିତ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.