ଭଟଲିରେ ସଡ଼କ ଦୁର୍ଘଟଣା : ୩୦ ଆହତ, ୧୦ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭଟଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩୦ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ କୀର୍ତ୍ତନ କରିବାକୁ ଯାଉଥିବା ଏକ ପିକ୍‌ଅପ୍‌ ଗାଡ଼ି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଉକ୍ତ ଗାଡିରେ ଥିବା ୩୦ ଜଣ ଆହତ ହୋଇଥିବ ବେଳେ ୧୦ ଜଣ ଗୁରୁତର ଥିବା ସୂଚନା ମିଳିଛି ।

Leave A Reply

Your email address will not be published.