ଜଳେଶ୍ଵର : ଆଜି ସକାଳେ ଜଳେଶ୍ୱର ଥାନା ୬୦ନମ୍ଵର ଜାତୀୟ ରାଜପଥ ଅମ୍ବାଳିଅଠା ବାଇପାସର ଅନତି ଦୂରରେ ଥିବା ଖୁସି ପ୍ଲାଜା ସମ୍ମୁଖରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ ଫଳରେ ରୋଗୀର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ଥିବା ଜଣାପଡିଛି । ସୂଚନାନୁଯାୟୀ, ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା କେଶପପୁର ଅଞ୍ଚଳର ଏକ ପରିବାର ୭ ଜଣ ସଦସ୍ୟ ଭୁବନେଶ୍ୱର ଏମ୍ସରୁ ରୋଗୀ ଦେଖେଇ ଫେରୁଥିଲେ ।
Prev Post
Next Post