oom

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଦିବସ ପାଳିତ

jsmm

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ଡାକ୍ତର ଦିବସ ପାଳିତ ହୋଇଯାଇଛି । ଏଥିରେ ଡା. ସବ୍ୟସାଚି ପାଢ଼ୀ, ଡ଼ା. ସ୍ମୃତି ରଞ୍ଜନ ପରିମାଣିକ, ଡ଼ା. ନେହା ଦାସ, ଡ଼ା. ରାମକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ନର୍ସିଙ୍ଗ ଅଫିସର ଗୌରୀ ଶଙ୍କର ମିଶ୍ର, ଲୋପାମୁଦ୍ରା ମହାକୁଡ଼, ସୁନେଲି ତାଣ୍ଡି, କ୍ଷୀରସିନ୍ଧୁ ନାଏକ କେଶବ ବେହେରା, ରତ୍ନମଣି ଦୀପ, ଧନେଶ୍ୱର ସାଗର, ମହେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.