oom

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଶ୍ଵ କବିତା ଦିବସ ପାଳିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ମାର୍ଚ୍ଚ ୨୧ ତାରିଖ ବିଶ୍ଵ କବିତା ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ସୌଜନ୍ୟରେ ବିଶ୍ଵ କବିତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଲୋଚନା ସଭା ଏବଂ କବିତା ପାଠ ଆୟୋଜିତ ହୋଇଥିଲା । ବ୍ରହ୍ମପୁର ସହର ତଥା ଓଡ଼ିଶାର ଜଣେ ଜଣାଶୁଣା କବି ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଥମ ବର୍ଷର ଛାତ୍ର ଭାବେ ପରିଚିତ ଡକ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀ ଏହି ଅବସରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବିଶ୍ୱ କବିତା ଦିବସର ମହତ୍ତ୍ୱ ପ୍ରତିପାଦନ କରିଥିଲେ ।

jittmm
Leave A Reply

Your email address will not be published.