ବଲାଙ୍ଗିର – ପାଟଣାଗଡ- ଖପ୍ରାଖୋଲ ଉଦ୍ୟାନବନ୍ଧକୁ ରାସ୍ତା ଉନ୍ନତି କରଣ ପାଇଁ ଅର୍ଥ ମଂଜୁର ସକାଶେ ବଲାଙ୍ଗିର ସାଂସଦଙ୍କ ଧନ୍ୟବାଦ ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର – ପାଟଣାଗଡ – ଖପ୍ରାଖୋଲ ଉଦ୍ୟାନବନ୍ଧକୁ ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ମଂଜୁର ହେତୁ ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମେୀଦୀ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ । ତେବେ ଏହି ରାସ୍ତା ପାଇଁ ବାର୍ଷିକ ୬୦୦ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଥିବା ବେଳେ ଏହି ରାସ୍ତାର ଲମ୍ବ ୧୦୧.୩୫୭ କି.ମି. ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

error: Content is protected !!