ପରମେଶ୍ୱର ସିପ୍‌କାଙ୍କ ଦ୍ୱାରା ସରିଆ ଧାନ ବଣ୍ଟନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁର ପରମେଶ୍ୱର ସିପ୍‌କା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗାଁକୁ ସରିଆ ଧାନ ଦାନ କରିଛନ୍ତି । ସରିଆ ଧାନ ପାଇ ପ୍ରତ୍ୟେକ ଗାଁର ଲୋକେ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!