oom

ନୂତନ ଭାବେ ସରପଂଚରେ ଜିତିଥିବା ପ୍ରମିଳା ସାହୁଙ୍କ ଦାୟିତ୍ୱ ଗ୍ରହଣ

jsmm

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅଧିନସ୍ଥ ଭରସୁଜା ଗ୍ରାମପଞ୍ଚାୟତରେ ନୂତନ ଭାବେ ସରପଂଚରେ ଜିତିଥିବା ପ୍ରମିଳା ସାହୁ ଆଜି ପଂଚାୟତରେ ସରପଞ୍ଚ ପଦ ଅଧିଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇ.ଓ, ଜି.ଆର୍‌. ଏସ୍‌(ଯୋଗାଣ ଅଧିକାରୀ) ପଂଚାୟତର ସମସ୍ତ ଗ୍ରାମର ନବନିର୍ବାଚିତ ୱାର୍ଡମେମ୍ବରମାନେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ଉମାକାନ୍ତ ସାହୁଙ୍କୁ ନାଏବ ସରପଞ୍ଚ ଭାବରେ ଦାୟିତ୍ୱ ଦିଆଗଲା ଏବଂ ଆଗାମୀ ଦିନରେ କିଭଳି ବିଭିନ୍ନ ସମସ୍ୟାର ଆସୁ ସମାଧାନ ହୋଇପାରିବ ତାହା ଉପରେ ଗୁରୁତ୍ୱ ମଧ୍ୟ ଦିଆଗଲା ।

jittmm

Comments are closed, but trackbacks and pingbacks are open.