oom

ବନ୍ଦ ପଡିଥିବା ବିଜୟାନନ୍ଦ ସମବାୟ ଚିନିକଳ କାର୍ଯ୍ୟକ୍ଷମକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ୍ଦ ପଡିଥିବା ବିଜୟାନନ୍ଦ ସମବାୟ ଚିନିକଳ କାର୍ଯ୍ୟକ୍ଷମକୁ ନେଇ ବିଭିନ୍ନ ରାଜନୈନିକ ସଂଗଠନ ହେଉକି ସାଧାରଣ ଜନତା ସମସ୍ତେ ମିଶି ସରକାରଙ୍କ ନିକଟରେ ଆନ୍ଦୋଳନ କରିଥିବା ବେଳେ ଆଜି ଜିଲ୍ଲାର ୧୫ଟି ସଂଗଠନର କର୍ମମର୍ତ୍ତାମାନେ ଏହାକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଚିନିକଳକୁ ଜିଲ୍ଲାର ବହୁ ଲୋକ ନିର୍ଭର କରୁଥିବା ବେଳେ ଚିନିକଳ ବନ୍ଦ ଯୋଗୁଁ ବହୁ ଗୁଡାଏ ଶ୍ରମିକ ବେରୋଜଗାର ହୋଇଛନ୍ତି । ତେଣୁ କରି ସରକାର ଏହା ଉପରେ ଧ୍ୟାନ ଦେଇ ଅତି ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ କର୍ମକର୍ତ୍ତାମାନେ ଦାବୀ କରିଛନ୍ତି । ଏଥିରେ ଭିଲେଜର୍ସ ଇଣ୍ଡିଆପାର୍ଟିର ବିପିନ କୁଶୁଲିଆ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.