ls

ମା’ କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

sb

ଢେଙ୍କାନାଳ, (ତାପସ ଦାସ) : ଗନ୍ଦିଆ ବ୍ଲକ ସନ୍ଥପୁର ଗ୍ରାମପଞ୍ଚାୟତର ଡାଳସିଂହ ମାର୍ଥାପୁର ମା’ କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କଙ୍କା ଓ ଚିରୁଲେଇ ଗ୍ରାମର ଦୁଇ ଦଳ ଭିତରେ ପ୍ରତିଯୋଗିତା ହେବାକୁ ଥିବା ସୂଚନା ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନରେ ସନ୍ଥପୁର ପଂଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ପୁଷ୍ପଲତା ସାମଲ ମୁଖ୍ୟ ଅତିଥି ହୋଇ ଟୁର୍ଣ୍ଣାମେଣ୍ଟଟି ଉଦ୍‌ଘାଟନ କରିଥିଲେ ।

pc pk
Leave A Reply

Your email address will not be published.