କୋଭିଡ଼ ସଂକ୍ରମଣ ପ୍ରତି ସତର୍କ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍‌ର ନୂଆ ପ୍ରଜାତି ଅଧିକ ସଂକ୍ରାମକ । କିନ୍ତୁ ସମସ୍ତଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉନାହିଁ । ସାମାନ୍ୟ ଲକ୍ଷଣ ଦେଖାଦେଲେ ମଧ୍ୟ ପରୀକ୍ଷା କରନ୍ତୁ ଏବଂ ୭ଦିନ ଗୃହ ପୃଥକବାସରେ ରୁହନ୍ତୁ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.