ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରା.ପ.ରୁ ୧ ଜଣ, ବୁଦୁଲା ଗ୍ରା.ପ. ୧ ଜଣ, ଆଗଲପୁର ଗ୍ରା.ପ.ରୁ ବ ଜଣ, ରିନ ବଚନ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମାୟାବର୍ହା ୧ ଜଣ, ଶିବତଲା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨, ୫, ୯, ୩, ୧୫, ୨୧ରୁ ଜଣେ ଲେଖାଏଁ, ଦେଓଗାଁ ରାମଚନ୍ଦ୍ରପୁର ଗ୍ରା.ପ.ରୁ ୧ ଜଣ, କୁତୁର୍ଲା ଗ୍ରା.ପ.ରୁ ଜଣେ, କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ ୮ରୁ ଜଣେ, ଲୋଇସିଂହା ବ୍ଲକ କୁଟେନପାଲି ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ବିଲେଇସାଥୀ ଗ୍ରା.ପ.ରୁ ୧ ଜଣ, ଭରତବ।।ହାଲ ଗ୍ରା.ପ.ରୁ ଜଣେ, ଖୁର୍ସେଲ ଗ୍ରା.ପ.ରୁ ଜଣେ, ସଇଁତଲା ଡୁଙ୍ଗୁରିପାଲି ଗ୍ରା.ପ.ରୁ ଜଣେ, ଭଦ୍ରା ଗ୍ରା.ପ.ରୁ ୨ ଜଣ, ବଡମାଲ ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ବ୍ଲକ ନାରେନ ଗ୍ରା.ପ.ରୁ ଜଣେ ଖୋଲାନ ଗ୍ରା.ପ.ରୁ ୧ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.