oom

ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୨

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୬ ଜଣ, ବଲାଙ୍ଗିର ବ୍ଲକରୁ ୧୦ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୨୮ ଜଣେ, ବେଲପଡା ବ୍ଲକରୁ ୧୩ ଜଣ, ଦେଓଗାଁ ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ୧୩, କଣ୍ଟାବାଞ୍ଜି ଏନ୍‌ଏସିରୁ ୧୧, ଖପ୍ରାଖୋଲ ବ୍ଲକରୁ ୧ଜଣ, ଲୋଇସିଂହା ବ୍ଲକରୁ ୧୬ ଜଣ, ମୁରିବାହାଲ ବ୍ଲକରୁ ୬ଜଣ, ପାଟଣାଗଡରୁ ୪ ଜଣ, ପାଟଣାଗଡ ଏନ୍‌ଏସିରୁ ୬ ଜଣ, ପୁଇଁନ୍ତଲା ବ୍ଲକରୁ ୧୬ ଜଣ, ସଇଁନ୍ତଲା ବ୍ଲକରୁ ୨୪ ଜଣ, ଟିଟିଲାଗଡ ବ୍ଲକରୁ ୨୪ ଜଣ, ଟିଟିଲାଗଡ ବ୍ଲକରୁ ୧୫ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୨୨ଜଣ, ତୁରେକେଲା ବ୍ଲକରୁ ୩ ଜଣ, ତୁଷୁରା ଏନ୍‌ଏସିରୁ ୧୬ ଜଣ ଚିହ୍ନଟ ହୋଇଥିବା ରହିଛି ।

jittmm
Leave A Reply

Your email address will not be published.