ବିପୁଳ ପରିମାଣର କୋକେନ୍ ଜବତ : ୨ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଜାଭିୟର ଛକରୁ ସ୍ପେସାଲ ଟାସ୍କ ଫୋର୍ସ ଦ୍ୱାରା ୨୦୨ ଗ୍ରାମ କୋକେନ୍‌ ଜବତ କରି ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତ ରାଜସ୍ଥାନର ନାଉରଙ୍ଗପୁରାର ରବି ଏବଂ କ୍ରିଷ୍ଣାପୁରାର ଶନି କୁମାର ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.