oom

ଛାତ୍ର କଂଗ୍ରେସ ତରଫରୁ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ସେବା ସପ୍ତାହ ଶିବରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିର ଅବସରରେ ଆଜି ସ୍ଥାନୀୟ ବ୍ଲଡ ବ୍ୟାଙ୍କ ଠାରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଜୟ ବାଲି, ଟୁଲୁ ସେନ, ଜିତେନ୍ ମନହିରା, ପିଣ୍ଟୁ ରଞ୍ଜନ ତରିଆ, ବିକନ୍ ପୁଟେଲ ଏବଂ ଆଜାରୁଦ୍ଧିନ୍ ଖାନ ରକ୍ତ ଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମନୀଷ ମିଶ୍ର, ବୁଲୁ ଦାନୀ, ସଞ୍ଜୟ ମିଶ୍ର, ଅଙ୍କିତ ସାହୁ, ଝୁପୁଲୁ ମହାନ୍ତି, ଚନ୍ଦ୍ରମଣି ତ୍ରିପାଠୀ, ନାସିର୍ ଖାନ, ଅମୀୟ ବଗର୍ତି ପବିତ୍ର ନେପାକ୍ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.