ସିମେଣ୍ଟ ବ୍ୟବସାୟୀ ବୁଢ଼ା ପଟ୍ଟନାୟକଙ୍କ କରୋନାରେ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଜଣେ ନାମୀ ଦାମୀ ବିଶିଷ୍ଟ ସିମେଣ୍ଟ ବ୍ୟବସାୟୀ ବୁଢ଼ା ପଟ୍ଟନାୟକଙ୍କ କରୋନାରେ ଅଶ୍ଵିନୀ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଆଶ୍ୱିନୀ ହସ୍ପିଟାଲ୍ ଭେଣ୍ଟିଲେଟରରେ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ବ୍ରହ୍ମପୁରର ସିମେଣ୍ଟ ବେବସାୟୀ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.