centurian jitm

ପୋଖରୀକୁ ସ୍ନାନ ପାଇଁ ଯାଇ ବୃଦ୍ଧା ନିଖୋଜ

nschool

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟ କୌଶଲ୍ୟାପଡ଼ାର ନଳ ବାରିକ(୬୫) ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରବିବାର ସକାଳ ୯ଟା ସମୟରେ ସ୍ଥାନୀୟ ପଖୋରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ସେ ଘରକୁ ଆଉ ଫେରି ନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ନଳ ବାରିକ ମିଳି ନଥିବାରୁ ବଙ୍ଗୋମୁଣ୍ଡା ଥାନାରେ ତାଙ୍କ ପୁତୁରା ବିକାଶ ବାରିକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.