ବିପୁଳ ପରିମାଣର ବ୍ରାଉନସୁଗର ଜବତ, ୧ ଗିରଫ

ଜଗତସିଂହପୁର : ଜଗତସିଂହପୁର ସହର ଉପକଣ୍ଠ ପୁରୁଣାଗଡ଼ ଅଞ୍ଚଳରୁ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଏହି ଘଟଣାରେ ପୁରୁଣାଗଡର କୁନା କାଣ୍ଡି (୨୬ ବର୍ଷ)ଙ୍କୁ ଗିରଫ କରାଯାଇଛି । କୁନାଙ୍କ ପାଖରୁ ୧୫୦ ଗ୍ରାମର ବ୍ରାଉନସୁଗର ସହ ଏକ ବାଇକ ଜବତ କରାଯାଇଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ବୈଜୟନ୍ତୀ ପଣ୍ଡା ଜଣାଇଛନ୍ତି ।

Leave A Reply

Your email address will not be published.