om academy

ବ୍ରାଉନ୍‌ସୁଗର ଜବତ, ୧ ଗିରଫ

jsm

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ପୁଣି ଥରେ ଜବତ ହୋଇଛି ବେଆଇନ ବ୍ରାଉନ୍‌ସୁଗର । ଶୁକ୍ରବାର ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ସ୍ଥାନୀୟ ନକ୍‌ଟିଗୁଡ଼ା ଛକରେ ଚଢାଉ କରି ଶିବ ସେନାପତି ନାମକ ଯୁବକକୁ ଗିରଫ କରିଛି ପୋଲିସ । ସଂପୃକ୍ତ ଯୁବକଙ୍କଠାରୁ ୨୨ଗ୍ରାମ ବ୍ରାଉନ୍‌ସୁଗର ଜବତ ହୋଇଛି । ଏହା ସହିତ ଏକ ବାଇକ୍ ଓ ନଗଦ ୭୦୦୦ଟଙ୍କା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ କେସ୍ ନଂ ୧୦୪/୨୨ ଏକ ମାମଲା ରୁଜୁ କରି ଗିରଫ ଯୁବକକୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.