
ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ବ୍ଲକ ସିଂହାମୁଣ୍ଡା ଗାଁର ବଡଓଷା କମିଟି ଆନୁକୂଲ୍ୟରେ ଆସନ୍ତା ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ୫୦ତମ ସୋମନାଥ ବ୍ରତ ମହୋତ୍ସବ ଆୟୋଜିତ ହେବ । ଏହି ଉପଲକ୍ଷେ ୫ରୁ ପୂଜା ଆର. ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଜଳନ୍ଧର ରାଜ ଦରବାର ଅନିଲ ନାଏକ ଓ ଦଳ ନାଟ୍ୟଭିନୟ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।