ବାଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଜଣାଶୁଣା ବ୍ୟବସାୟୀ ସୋମରାଜ ଗ୍ରୁପର ମାଲିକ ଓମ୍ପ୍ରକାଶ ଚାନ୍ଦଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଚାନ୍ଦ(୫୫)ଙ୍କର ଦେହାନ୍ତ ହୋଇଯାଇଛି । ସେ ପ୍ରାୟ ୨ମାସ ହେଲା ପ୍ଲିହାସଂକ୍ରମଣ ରୋଗରେ ଆକ୍ରାନ୍ତହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ଅନେକ ଚେଷ୍ଟା ସତ୍ୱେ ବୁଧବାର ଦିନ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁଷ୍ପାଞ୍ଜଳିଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ଆଜି ସଂଧ୍ୟାରେ ତାଙ୍କ ମରଶରୀରକୁ ବଲାଙ୍ଗିର ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ।
Prev Post
Next Post