ବୋରିଗୁମ୍ମା ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ବିଶ୍ୱଜିତ ମହାନ୍ତି

ବୋରିଗୁମ୍ମା : ବିଶ୍ୱଜିତ ମହାନ୍ତି ବୋରିଗୁମ୍ମା ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି । ଶ୍ରୀ ମହାନ୍ତି ପୂର୍ବରୁ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ । ତେବେ ତାଙ୍କର କୋରାପୁଟ ଜିଲ୍ଲାକୁ ବଦଳି ପରେ କୋରାପୁଟ ହେଡକ୍ୱାର୍ଟରରେ ରହିଥିଲେ । କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି ତାଙ୍କୁ ବୋରିଗୁମ୍ମା ଥାନା ଆଇଆଇସି ଭାବେ ବଦଳି କରିଛନ୍ତି ।

Leave A Reply

Your email address will not be published.