ବିଶ୍ଵବିଦ୍ୟାଳୟ ହେଲା ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ

କେନ୍ଦୁଝର : ବିଶ୍ଵବିଦ୍ୟାଳୟ ହେଲା କେନ୍ଦୁଝର ଜିଲ୍ଲାର ଧରଣୀଧର ସ୍ୱୟଂ ସାଶିତ ମହାବିଦ୍ୟାଳୟ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ପଦକ୍ଷେପ କେବଳ କେନ୍ଦୁଝର ଜିଲ୍ଲା ନୁହେଁ ବରଂ ଆଖପାଖ ଜିଲ୍ଲାମାନଙ୍କର ଛାତ୍ରଛାତ୍ରୀ ଉପକୃତ ହେବେ ।

Leave A Reply

Your email address will not be published.